ବିକଶେଇବା
ଦେଖଣା
ବିକଶେଇବା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି—(ସଂସ୍କୃତ - ବି+ କଶ ଧାତୁ)
[ସମ୍ପାଦନା]- ୧. ବିକଶିବା କ୍ରିୟାର ଣିଜନ୍ତ ରୂପ —୧. The causative form of Bikasibā.)
- ୧. ଦେଖା— ଇବା; ବିକଶିତ କରାଇବା; ବିକଶିତ କରିବା —୧. To cause to expand or become manifest; to exhibit.
- ୨. (ଫୁଲ) ଫୁଟାଇବା —To cause to bloom.