Jump to content

ବିକସିତ

ଉଇକିଅଭିଧାନ‌ରୁ

ବିକସିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+କଶ୍ ଧାତୁ=ପ୍ରକାଶିତ ହେବା+କର୍ତ୍ତୃ ତ)

[ସମ୍ପାଦନା]
୧. ବିକାଶପ୍ରାପ୍ତ —୧. Expended.
୨. ଭଦ୍ଭିନ୍ନ —୨. Unfolded.
୩. ପ୍ରସ୍ଫୁଟିତ — ୩. Full blown; bloomed.
୪. ବ୍ୟକ୍ତ — ୪. Manifest; exhibited.