Jump to content

ବିକାରେ

ଉଇକିଅଭିଧାନ‌ରୁ

ବିକାରେ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି.ବିଶେଷଣ -

[ସମ୍ପାଦନା]
୧. ଭୟଙ୍କର ଭାବରେ — ୧. Fiercely; terribly.
୨. ବିକୃତ ରୂପ ଧାରଣ କରି — ୨. Assuming a terrible form.

(ଉଦାହରଣ—ବିକାରେ ହୁଙ୍କାରେ କରି ରାବଣ ଭଲ୍ଲେକ ମାରି ଭଲେ ରାମ ବେନି ଜଘ ଫୁଟାଇ ଦେଲା ଭଞ୍ଜ. ବୈଦେହୀଶବିଳାସ)