ବିକାଳ
ଦେଖଣା
ବିକାଳ
ଉଚ୍ଚାରଣ
[ସମ୍ପାଦନା](ବିକାଳକ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି=ବିପରୀତ ବା ନିଷିଦ୍ଧ+କାଳ)
[ସମ୍ପାଦନା]- ୧. ଉପର ଓଳି; ଅପରାହ୍ଣ (ତୁଳ. ବଙ୍ଗାଳୀ - ବିକାଲ) —୧. Afternoon; the latter half of the day.
- ୨. ଅସମୟ; ବେକାଳ —୨. Unfavourable. tim.
- ୩. ନିଷିଦ୍ଧକାଳ; ଦୈବ ପିତ୍ରାଦି କର୍ମର ବିରୁଦ୍ଧ— କାଳ —୩. Inauspicious time.
- ୪. ସାୟଂକାଳ (ହିନ୍ଦୀ - ଶ.) —୪. Evening.
- ୫. ଅତିକାଳ; ବିଳମ୍ୱ (ହିନ୍ଦୀ - ଶ.) —୫. Delay.
- ୬. ମହାଦେବଙ୍କ ଅନୁଚରବିଶେଷ — ୫. Name of an attendant of Ṡiba.
[ଦ୍ରଷ୍ଟବ୍ୟ — କାଳ ଓ ବିକାଳ ଏହି ଦୁଇ ଜଣ ଶିବଙ୍କର ଦୃତ ବୋଲି ପୁରାଣରେ ବର୍ଣ୍ଣିତ ହୋଇଅଛି]
- ୬. ଯମଦୂତବିଶେଷ — ୬. Name of an attendant of the God of death.