Jump to content

ବିକାଳିକା

ଉଇକିଅଭିଧାନ‌ରୁ

ବିକାଳିକା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବିକାଳ+କ+ଆ)

[ସମ୍ପାଦନା]
୧. ଜଳ ଘଡ଼ି (ହିନ୍ଦୀ - ଶ.) — ୧. Water clock; water-glass.
୨. ଘଡ଼ିଆଳ କୁମ୍ଭୀରର ଥୋମଣୀ ଉପରେ ଥିବା କଟରା (ହିନ୍ଦୀ - ଶ.) — ୨. A cup-like formation on the snout of a gavial.