ବିକାସିବା
ଦେଖଣା
ବିକାସିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ବି+କାଶ୍ ଧାତୁ)
[ସମ୍ପାଦନା]- ୧. ବିକଶିବା; ପ୍ରକାଶିତ ହେବା; ପ୍ରତୀୟମାନ ହେବା — ୧. To be manifested to view.
- ୨. ପ୍ରକଟିତ— ହେବା; ବିଖ୍ୟାତ ହେବା —୨. To be publihed.
- ୩. ବିକଶାଇବା; ପ୍ରକାଶିତ କରିବା; ପ୍ରଦର୍ଶନ କରିବା — ୩. To exhibit; top show.
(ଉଦାହରଣ— ତାହାକୁ ନାଶ କଲେ ବିକାଶିବ ଯଶ କୃଷ୍ଣସିଂହ. ମହାଭାରତ. ବନ)
- ୪. ବିସ୍ତାରିତ କରିବା —୪. To spread.
- ୫. ପ୍ରସ୍ପୁଟିତ ହେବା —୫. To bloom; (said of a flower).
- ୬. ପ୍ରକାଶ କରିବା; କହିବା — ୬. To disclose; to speak out.
(ଉଦାହରଣ— ବିକାଶ ତୁମ୍ୱେ କେ ଭ୍ରମ ଏ ବନ ଦେଶରେ—ଭଞ୍ଜ. ବୈଦେହୀଶବିଳାସ)