ବିକା ଭଙ୍ଗା
(ବିକା ଭଙ୍ଗା କରିବା—କ୍ରିୟାରୂପ)
ଦ୍ରବ୍ୟାଦି ବିକିବା କର୍ମ — The act of selling things.
x x x ପାଞ୍ଚଶ ମାଣ ମଧ୍ୟରୁ ଦଶବର୍ଷ ମଧ୍ୟରେ ଚାରିଶି ମାଣ ବିକା ଭଙ୍ଗା ସରିଲାଣି—ଫକୀରମୋହନ ଛମାଣ ଆଠଗୁଣ୍ଠ