Jump to content

ବିକିବା କିଣିବା

ଉଇକିଅଭିଧାନ‌ରୁ

ବିକିବା କିଣିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ବିପରୀତାର୍ଥକ କ୍ରିୟାଦ୍ୱୟ)

[ସମ୍ପାଦନା]
୧. ବିକ୍ରୟ କରିବା ଓ କ୍ରୟ କରିବା —୧. To sell and topurchase.
୨. (ଲକ୍ଷଣାର୍ଥ) ଅଧୀନରେ ରଖିବା —୨. (figurative) To make a person one's own.

(ଉ—ବିକେ କିଣେ ଯେ ଯାହାକୁ ସ୍ନେହେ କବିସୂର୍ଯ୍ୟ କିଶେରୀଚମ୍ପୂ ବ ଗୀତ)