Jump to content

ବିକିବା ଭାଙ୍ଗିବା

ଉଇକିଅଭିଧାନ‌ରୁ

ବିକିବା ଭାଙ୍ଗିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି—(ସହଚର ଶବ୍ଦ)

[ସମ୍ପାଦନା]

ଅନେକ ପଦା ବିକ୍ରୟ କରିବା —To sell away many things.

[ଦ୍ରଷ୍ଟବ୍ୟ —ପୂର୍ବପୁରୁଷର ପ୍ରତିଷ୍ଠା ବିଶାଳ ବିବି ଭାଙ୍ଗି ଯାଉଥିବ କେତେ କାଳ ରାଧାନାଥ. ଦରବାର]

[ଦ୍ରଷ୍ଟବ୍ୟ —ସୁନା ରୂପାର ଆଳଙ୍କାର ଆଦିକୁ ଭାଙ୍ଗି ଆଉଟାଇ ବିକ୍ରି କରିବା ଭାବରୁ ଦ୍ୱିତୀୟ ସହଚର ଶବ୍ଦ ବ୍ୟବହୃତ]