ବିକିର ଜଳ
ଦେଖଣା
ବିକିର ଜଳ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ନଦାତୀରସ୍ଥ ବାଲୁକାମୟ ଭୂମିରେ କୂପ ବା ଗର୍ତ୍ତ ଖନନ କଲେ ସେ କୂପରୁ ଯେଉଁ ଜଳ ମିଳେ — Water got from a well or hole dug in the sandy shore of a river.
[ଦ୍ରଷ୍ଟବ୍ୟ —ବୈଦ୍ୟଶାସ୍ତ୍ର— ମତରେ ଏହା ଶୀତଳ, ସ୍ୱଚ୍ଛ, ନିର୍ଦ୍ଦୋଷ, ଲଘୁ, କଷାୟ— ମଧୁର ରସ, ଓ ପିତ୍ତ ନାଶକ ଏହି ଜଳ କ୍ଷୀରବିଶିଷ୍ଟ ହେଲେ କିଞ୍ଚିତ୍ ପିତ୍ତକର ହୁଏ—ଦ୍ରବ୍ୟଗୁଣ]