Jump to content

ବିକି ହେବା

ଉଇକିଅଭିଧାନ‌ରୁ

ବିକି ହେବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି—(ସଂସ୍କୃତ - ବିକ୍ରୀତ)

[ସମ୍ପାଦନା]
୧. ଆପଣାର ଶରୀରକୁ ପରଯାରେ ବିକ୍ରି କରିବା; ପରଠାରେ ଆପଣା ଜୀବନ ସମର୍ପଣ କରିବା —୧. To sell one's self tp another; to dedicate one's life to another.

(ଉଦାହରଣ—ସତ୍ୟେ ହରିଚନ୍ଦନ ପୃଥିବୀ ଦାନ ଦେଲା, ଚାଣ୍ଡାଳ ଘରେ ଯାଇ ବିକି ସେ ହୋଇଗଲା ପ୍ରତାପ. ଶଶିଶେଣା)

୨. ପର ଘରେ ଚାକିରି ବା ଦାସବୃତ୍ତି କରିବା —୨. To take service under another.
୩. ପରଠାରୁ ଆପଣାର ମନକୁ ବିକ୍ରୀ କରିବା; ଅନ୍ୟ ବ୍ୟକ୍ତିକୁ ଅତ୍ୟନ୍ତ ସ୍ନେହ କରିବା —୩. To be very much attached to another.

(ଉଦାହରଣ ହେବ ଶ୍ରୀଚରଣେ ବିକି ଅଭିମନ୍ୟୁ.ବିଦଗ୍ଧଚିନ୍ତାଣଣି)