Jump to content

ବିକୁକ୍ଷି

ଉଇକିଅଭିଧାନ‌ରୁ

ବିକୁକ୍ଷି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -(ବି=ବିଶୀର୍ଣ୍ଣ ହୋଇ ଅଛି କୁକ୍ଷି=ଉଦର ଯାହାର)

[ସମ୍ପାଦନା]
୧. କୃଶୋଦର; ଯାହାର ପେଟ ଶୁଖି ଯାଇଅଛି ବା ଖାଙ୍କା ହୋଇଅଛି —୧. With the belly receding inwards (through want of food)
୨. (ନାମ) ସୂର୍ଯ୍ୟବଂଶର ରାମଚନ୍ଦ୍ରଙ୍କ ପୂର୍ବପୁରୁଷ ଜନୈକ ରାଜା —୨. Name of a king of the soalr dynasty, ancestor of Rāmachandra.

[ଉ—ବିକୁକ୍ଷି ବଂଶେ ଜାତ ରାମ ଆଣ, ବୈବଶ୍ୱତ ଏ ଗଣେ ତା ମାର୍ଗଣ ଭଞ୍ଜ. ବୈଦେହୀଶବିଳାସ]