ବିକୃତ
ଦେଖଣା
ବିକୃତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବି+କୃ ଧାତୁ+କର୍ମ. ତ)
[ସମ୍ପାଦନା]- ୧. ସ୍ୱଭାବର ଅନ୍ୟଥା ପ୍ରାପ୍ତ; ଅସ୍ୱାଭାବିକ —୧. Deviated from the natural state; unnatral.
- ୨. ବିକାର ପ୍ରାପ୍ତ —୨. Deteriorated; depraved.
- ୩. ଅନ୍ୟଥାକୃତ; ପରିବର୍ତ୍ତିତ —୩. Changed.
- ୪. ଅବସ୍ଥାନ୍ତରପ୍ରାପ୍ତ —୪. Transformed.
- ୫. ବିଗିଡ଼ି ଯାଇଥିବା; ନଷ୍ଟ —୫. Spoiled; deranged; disordered.
- ୬. ବିକଟୀକୃତ —୬. Made horrid; distorted.
- ୭. ଭୟଙ୍କର; ବିକଟ —୭. Horrible; ugly.
- ୮. ବିକଳତାପ୍ରାପ୍ତ —୮. maimed; deformed.
- ୯. ପୀଡ଼ୀତ; ବ୍ୟାଧଗ୍ରସ୍ତ; ଗୁଗ୍ଣ —୯. Diseased; deranged.
- ୧. ଅରାଜକ; ବିଦ୍ରୋହୀ (ହିନ୍ଦୀ - ଶ.) —୧୦. Revolted; rebellious.
ବିଶେଷ୍ୟ -
[ସମ୍ପାଦନା]ବିକାର (ଦେଖ) - —Bikāra (See)
ଦେଶଜ - ବିଶେଷ୍ୟ -
[ସମ୍ପାଦନା]ରୋଗ —Disease.
ବିଶେଷଣ -
[ସମ୍ପାଦନା]ବିମନା —Dissatisfied.
(ଉଦାହରଣ—ବିକୃତ ନୁହ ମୁଁ ସୁକୁତ କରୁଛି, ତୋହ— କୃତ ରସେ ମୋର ପ୍ରୀତି ଭଞ୍ଜ. ବୈଦେହୀଶବିଳାସ)