Jump to content

ବିକୃତ ମୁଖ

ଉଇକିଅଭିଧାନ‌ରୁ

ବିକୃତ ମୁଖ

ଉଚ୍ଚାରଣ

[ସମ୍ପାଦନା]

(ବିକୃତବଦନ, ବିକୃତାନନ—ଅନ୍ୟରୂପ)

(ବିକୃତମୁଖୀ, ବିକୃତବଦନା, ବିକୃତାନନା—ସ୍ତ୍ରୀ) 

ସ. ବିଶେଷଣ - ପୁଂ. (ବହୁବ୍ରୀହି; ବିକୃତ+ମୁଖ ଯାହାର)

[ସମ୍ପାଦନା]

କୁତ୍ସିତ ମୁଖଯୁକ୍ତ; ବିକଟୀକୃତମୁଖ ବିକଟାଳମୁହାଁ —Of distorted face.