ବିକୃତ ସ୍ୱର
ଦେଖଣା
ବିକୃତ ସ୍ୱର
ଉଚ୍ଚାରଣ
[ସମ୍ପାଦନା](ବିକୃତସ୍ୱରା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି)
[ସମ୍ପାଦନା]- ୧. ଯାହାର କଣ୍ଠସ୍ୱର ବିଗିଡ଼ି ଯାଇଅଛି —୧. One whose tone or voice has become deranged.
- ୨. ଯେଉଁ ଯନ୍ତ୍ରର ସ୍ୱର ବିଗିଡ଼ି ଯାଇଅଛି —୨. Out of tune.
ସଂସ୍କୃତ - ବିଶେଷ୍ୟ - (କର୍ମଧା)
[ସମ୍ପାଦନା]- ୧. ବିଗିଡ଼ି ଯାଇଥିବା ସ୍ୱର —୧. Deranged tone.
- ୨. (ସଙ୍ଗୀତ) ଯେଉଁ ସ୍ୱର ଆପଣାର ନିର୍ଦ୍ଦିଷ୍ଟସ୍ଥାନରୁ ହଟି କରି ଅନ୍ୟ ଶ୍ରୁତିର ଆଶ୍ରୟ କରେ —(music) A tune which has deviated from its proper place.
[ଦ୍ରଷ୍ଟବ୍ୟ —ହିନ୍ଦଦୁ ସଙ୍ଗୀତ ଶାସ୍ତ୍ରରେ ବିକୃତସ୍ୱରର ସଂଖ୍ୟା ୧୨:ଟି ଯଥା—୧ ଚ୍ୟୁଡ଼ଷଡ଼ଜ, ୨ ଅଚୁତଷଡ଼ଜ. ୩ ବିକୃଷଡ଼ଜ, ୪ ସଧାରଣଗାନ୍ଧାର. ୫ ଅନ୍ତରଗାନ୍ଧାର, ୬ ଚ୍ୟୁତମଧ୍ୟମ, ୭ ଅଚ୍ୟୁତମଧ୍ୟମ, ୮ ତ୍ରିଶ୍ରୁତିମଧ୍ୟମ, ୯ କୈଶିକ— ପଞ୍ଚମ, ୧ ବିକୃତଧୈବତ, ୧୧: କୈଶିକି ନିଷାଦ ଓ ୧୨: କାକଳୀ ନିଷାଦ—ହିନ୍ଦୀ - ଶ.]