ବିକୋତିବା
ଦେଖଣା
ବିକୋତିବା
ଉଚ୍ଚାରଣ
[ସମ୍ପାଦନା](ବିକୋତି ହେବା—କର୍ମବଚ୍ୟରୂପ)
ଅନୁବାଦ
[ସମ୍ପାଦନା]ବିକୋତିବା
|
ଦେଶଜ - (ପ୍ରାଚୀନ ପପ୍ଦ୍ୟ) କ୍ରି. (ସଂସ୍କୃତ - ବି+କୃତ ଧାତୁ= କାଟିବା; ବିକୃନ୍ତନ; ବିବର୍ତ୍ତନ)
[ସମ୍ପାଦନା]- ୧. କରତରେ ଛେଦବା — ୧. To saw.
- ୨. କାଟିବା —୨. To cut.
- ୩. (ସଂସ୍କୃତ - ବି+କୃ ଧାତୁ) ବିକୃତ କରିବା —୩. To cause distortion.
- ୪. ବିକଳାଙ୍ଗ କରିବା —୪. To maim.
- ୫. କ୍ଷତ ବିକ୍ଷତ କରିବା —୫. To lacerate.
- ୬. ଛିଣ୍ଡାଇବା — ୬. To cut asunder.
- ୭. କାମୁଡ଼ି କରି ଛିଣ୍ଡାଇବା — ୭. To bite off.
- ୮. (ଲକ୍ଷଣାର୍ଥ) ନିଦାରୁଣ କଷ୍ଟ ଦେବା —୮. (figurative) To afflict greatly.
(ଉଦାହରଣ—ବିକୋତି ନାସା ତୁଚ୍ଛେ ଶ୍ରୁତି ଛନାଅଇ ପଛେ ଅନ୍ତରୀକ୍ଷରେ ଉତପିଞ୍ଚେ—ଭଞ୍ଜ. ବୈଦେହୀଶବିଳାସ)