Jump to content

ବିକୋଷ

ଉଇକିଅଭିଧାନ‌ରୁ

ବିକୋଷ

ଉଚ୍ଚାରଣ

[ସମ୍ପାଦନା]

(ବିକୋଷିତ—ଅନ୍ୟରୂପ)

ସଂସ୍କୃତ - ବିଶେଷଣ - (ବି+କୋଷ)

[ସମ୍ପାଦନା]
୧. ଖୋଳରୁ ବା ଖାପରୁ ବାହାର କରା ଯାଇଥିବା; ନିଷ୍କାସିତ (ଖଡ଼୍ଗ) — ୧. Drawn forth from the scabbard; unsheathed (sword).
୨. ଆବରଣ— ହୀନ —୨. Coverless.
୩. ଆବରଣଯୁକ୍ତ —୩. Uncovered; bared.