ବିକୋଷିବା
ଖଡ଼୍ଗକୁ ଖାପର ମୁକ୍ତ କରବା —To draw out a sword from the scabbard; unsheathed (sword)
(ଉଦାହରଣ—ବିକୋଷିଲା କୃପାଣ ସତ କୃପାବିହୀନ ମାରିବି ଜନକକୁମାରୀ ସେ ଭଞ୍ଜ. ବୈଦେହୀଶବଳାସ)