Jump to content

ବିକ୍ରମ

ଉଇକିଅଭିଧାନ‌ରୁ

ବିକ୍ରମ

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷ୍ୟ - (ବି+କ୍ରମ ଧାତୁ=ଯିବା+ଭାବ. ଅ)

[ସମ୍ପାଦନା]
୧. ସାମର୍ଥ; ବଳ; ପରାକ୍ରମ —୧. Might; strengthj; prowess.
୨. ଶକ୍ତି —୨. Power; energy.
୩. ବୀରତ୍ୱ —୩. Heroism; bravery.
୪. ସାହସ — ୪. Courage; valour.
୫. ପାଦକ୍ଷେପଣ; ଚଳନ— ଗତି —୫. Motion; movement; stride.
୬. ବେଗ —୬. Velocity.
୭. ଆକ୍ରମଣ —୭. Attacking; invading.
୮. ପକ୍ଷୀର ଗତି —୮. Flight of a bird.
୯. ପାଦ; ଚରଣ; ଗୋଡ଼ —୯. Legs foot.
୧. ପଦ୍ୟର ଚରଣ; ଶ୍ଲୋକର ପାଦ — ୧୦. A foot of a verse.
୧୧. ବିକ୍ରମାଦିତ୍ୟ (ଦେଖ) - —୧୧. Bikramāditya (See).
୧୨. (ସହସ୍ରନାମୋକ୍ତ) ବିଷ୍ଣୁଙ୍କର ଏକନାମ —୧୨. A name of Bishṇu.
୧୩. କ୍ରମ ବିହୀନ ବେଦପାଠ (ହିନ୍ଦୀ - ଶ.) ୧୩. Recital of the Beda without proper sequence.

=== ଦେଶଜ - ବିଶେଷ୍ୟ - ପୁଂ.

ପୁରୁଷଙ୍କୁ ଦିଆଯିବା ନାମ — A name given to males.

[ଦ୍ରଷ୍ଟବ୍ୟ —ଏହି ନାମ ବିଶିଷ୍ଟ ଜୟପୁର ରଜ୍ୟର କବି ପଣ୍ଡିତ ରାଜା ଶ୍ରୀ ବିକ୍ରମ ଦେବ ବର୍ମାଙ୍କ କୀର୍ତ୍ତୀ, ବିଦ୍ୟା, ବଦାନ୍ୟତା ଓ ଉଦାରତା ଉତ୍କଳ ଓ ଆନ୍ଧ୍ର ଖଣ୍ଡରେ ସୁବିଖ୍ୟାତ]