ବିକ୍ରମଗତି
ସାହସ ସହିତ ଗମନ —Bold advance or movement.
(ଉଦାହରଣ—ବିକ୍ରମ ଗତିକି ବିହି—ଶରଧା ଚାପକୁ ଚାହିଁ—କେଶରୀ ଗିରି ମଧ୍ୟରୁ ସେହି ସ୍ୱଭାବେ ଭଞ୍ଜ. ବୈଦେହୀଶବିଳାସ)