ବିକ୍ରମିବା
ଦେଖଣା
ବିକ୍ରମିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ବି+କ୍ରମ ଧାତୁ)
[ସମ୍ପାଦନା]- ୧. ଜୋର୍ ବା ବଳପ୍ରକାଶ ପୂର୍ବକ ଗମନ କରିବା — ୧. To go with great force.
(ଉ.— ବିକ୍ରମି ଲକ୍ଷ୍ମଣ ମିଳେ କିଷ୍କିନ୍ଧ୍ୟା କାନନ, ବସନ୍ତ ମଳୟା— ଦ୍ରିରୁକି କି ସେ ଆଗମନ ଭଞ୍ଜ. ବୈଦେହୀଶବିଳାସ
- ୨. ବଳପ୍ରକାଶ କରବା —୨. TO show strength.
(ଉ.—ନିରତେ ଅପ୍ରମତ୍ତ ହୋଇ ସିଂହର ପ୍ରାୟ ବିକ୍ରମଇ ଜଗନ୍ନାଥ. ଭାଗବତ)