Jump to content

ବିକ୍ରମୀ

ଉଇକିଅଭିଧାନ‌ରୁ

ବିକ୍ରମୀ

ଉଚ୍ଚାରଣ

[ସମ୍ପାଦନା]
(ବିକ୍ରମିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବିକ୍ରମ+ଅଛି ଅର୍ଥରେ ଇନ୍; ବିକ୍ରମିନ୍ ୧ମା. ୧ବ.)

[ସମ୍ପାଦନା]
୧. ପରାକ୍ରମୀ; ମହାବଳ —୧. Mighty.
୨. ବୀର୍ଯ୍ୟଶାଳୀ —୨. Valiant.
୩. ବୀର — ୩. Heroic.

ବିଶେଷ୍ୟ -

[ସମ୍ପାଦନା]
୧. ସିଂହ —୧. The lion.
୨. ବୀର —୨. A hero.