ବିକ୍ରାନ୍ତ
ଦେଖଣା
ବିକ୍ରାନ୍ତ
ଉଚ୍ଚାରଣ
[ସମ୍ପାଦନା](ବିକ୍ରାନ୍ତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବି=ବିଶିଷ୍ଟ ରୂପେ+କ୍ରମ୍ ଧାତୁ=ଯୁଦ୍ଧାଦି କରିବା+କର୍ତ୍ତୃ. ତ)
[ସମ୍ପାଦନା]- ୧. ବିକ୍ରମୀ; ପରାକ୍ରମୀ— ମହାବଳ —୧. Mighty; strong.
- ୨. ବୀର — ୨. Heroic; valiant.
- ୩. ପ୍ରଭାଯୁକ୍ତ —୩. Splendid.
ବିଶେଷ୍ୟ - (+କର୍ତ୍ତୃ. ତ)
[ସମ୍ପାଦନା]- ୧. ସିଂହ —୧. The lion.
- ୨. ବୈକ୍ରାନ୍ତ ମଣି —୨. A sort of gem.
- ୩. (+କର୍ମ. ତ) ବଳ; ବିକ୍ରମ —୩. Prowess; might.
- ୪. (+କର୍ତ୍ତୃ. ତ) ବୀର; ଯୋଦ୍ଧା —୪. Warrior; hero.
- ୫. (+ଭାବ. ତ) ସୋର୍ଗୋଳ; କୋଳାହଳ, ଘୋଘା(ହିନ୍ଦୀ - ଶ.) —୫. Noise; uproar.
- ୬. (ନାମ) ହିରଣ୍ୟାକ୍ଷ ଅସୁରର ଏକ ପୁତ୍ର (ହିନ୍ଦୀ - ଶ.) —୬. Name of a son of demon Hiraṇāksha.
- ୭. (ବ୍ୟାକରଣ) ଏକ ପ୍ରକାର ସନ୍ଧି ଯହିଁରେ ବିସର୍ଗ ଅବିକୃତ ରହେ (ହିନ୍ଦୀ - ଶ.) — ୭. (grammer) A process of grammatical blending of letters in which Bisarga is not eliminated.
- ୮. ମଦାଳସା ଗର୍ଭାଜାତ କୁବଳୟା— ଶ୍ୱଙ୍କ ପୁତ୍ର (ହିନ୍ଦୀ - ଶ.) —୮. Name of a son of Kubaḻayāṡwa.
- ୯. ସାହସ (ହିନ୍ଦୀ - ଶ.) —୯. Valour; bravery.
- ୧. ଚାଲିବାର ଢ଼ଙ୍ଗ (ହିନ୍ଦୀ - ଶ.) —୧୦. Manner of walking; gait.
- ୧୧. ଏକ ପ୍ରକାର ପେୟ ମାଦକ (ହିନ୍ଦୀ - ଶ.) —୧୧. A kind of intoxicating drink.