Jump to content

ବିକ୍ରାନ୍ତି

ଉଇକିଅଭିଧାନ‌ରୁ

ବିକ୍ରାନ୍ତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+କ୍ରମ୍ ଧାତୁ+ଭାବ. ତି)

[ସମ୍ପାଦନା]
୧. ପରାକ୍ରମ; ବିକ୍ରମ —୧. Might; prowess.
୨. ପ୍ରଭା — ୨. Splendour; glory.
୩. ଅଶ୍ୱର ଗତିବିଶେଷ; ଘୋଡ଼ାର ଠାଡ଼ତକ ଦଉଡ଼ —୩. A motion of the horse; gallop.
୪. ବୀରତା; ଶୂରତା —୪. Valour; heroism.
୫. ଗତି (ହିନ୍ଦୀ - ଶ.) —୫. Motion.