Jump to content

ବିକ୍ରି ଦର

ଉଇକିଅଭିଧାନ‌ରୁ

ବିକ୍ରି ଦର

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ବିକ୍ର ଦାଣ୍ଡ; ବିକ୍ରି ଭାଉ, ବିକ୍ରି ରେଟ୍—ଅନ୍ୟରୂପ)

ଦେଶଜ - ବି—(ସଂସ୍କୃତ - ବିକ୍ରୟ+ଫାରାସୀ - ବର୍)

[ସମ୍ପାଦନା]
୧. ଯେଉଁ ଦର ବା ନିର୍ଦ୍ଦିଷ୍ଟ ରେଟ୍ରେ କୌଣସି ଜିନିସ ବିକ୍ରି ହୁଏ — ୧. The settled rate in which a thing is sold.
୨. ପ୍ରଚଳିତ ବଜାର ଭାଉ —୨. Market rate of an article.