Jump to content

ବିକ୍ରୁଷ୍ଟ

ଉଇକିଅଭିଧାନ‌ରୁ

ବିକ୍ରୁଷ୍ଟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+କ୍ରୁଶ୍ ଧାତୁ=ଆକ୍ରୋଶ, କ୍ରନ୍ଦନ, ଆହ୍ୱାନ କରିବା+କର୍ତ୍ତୃ. ତ)

[ସମ୍ପାଦନା]
୧. ଆକ୍ରୋଶକାରୀ —
୧. Reproaching; impreeating.
(ବିକ୍ରୁଷ୍ଟା—ସ୍ତ୍ରୀ) 
୨. ରୋଦନକାରୀ —୨. Bewailing.
୩. ଆହ୍ୱାନ— କାରୀ —୩. Summoning.
୪. (+କର୍ମ. ତ)— ଆହୂତ —୪. Called; summoned.
୫. ନିମନ୍ତ୍ରିତ —୫. Invited.
୬. ନିଷ୍ଠୁର; ନିର୍ଦ୍ଦୟ —୬. Cruel; merciless.