Jump to content

ବିକ୍ରେୟ

ଉଇକିଅଭିଧାନ‌ରୁ

ବିକ୍ରେୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବି+କ୍ରୀ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ବିକ୍ରୟ— ଯୋଗ୍ୟ —୧. Saleable.
୨. ଯାହା ବିକ୍ରି କରା ଯିବ —୨. About to be sold.

ବିଶେଷ୍ୟ -

[ସମ୍ପାଦନା]
୧. ପଣ୍ୟ — ୧. Merchandise.
୨. ବଜାରର ସଉଦାପତ୍ର — ୨. Commodities for sale.