Jump to content

ବିକ୍ରୟ

ଉଇକିଅଭିଧାନ‌ରୁ

ବିକ୍ରୟ

ଉଚ୍ଚାରଣ

[ସମ୍ପାଦନା]

(କ୍ରୟ—ବିପରୀତ)

  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+କ୍ରୀ ଧାତୁ=ଦ୍ରବ୍ୟବିନିମୟ କରିବା+ଭାବ. ଅ)

[ସମ୍ପାଦନା]

ଅର୍ଥ ବିନିମୟରେ ବସ୍ତୁ ଅର୍ପଣ; ବିକିରି —Sale.

ଦେଶଜ - ବିଶେଷଣ - [କଚିରିଆ]

[ସମ୍ପାଦନା]
୧. ବିକ୍ରୀତ — ୧. Sold.
୨. ବିକ୍ରେୟ —୨. About to be sold.