Jump to content

ବିକ୍ରୟୀ

ଉଇକିଅଭିଧାନ‌ରୁ

ବିକ୍ରୟୀ

ଉଚ୍ଚାରଣ

[ସମ୍ପାଦନା]
(ବିକ୍ରୟିନୀ[ଣୀ]—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବିକ୍ରୟ+ଇନ୍=ବକ୍ରୟିନ୍; ୧ମା. ୧ବ)

[ସମ୍ପାଦନା]

ବିକ୍ରେତା; ବାୟା —Vendor; seller.

[ଦ୍ରଷ୍ଟବ୍ୟ —ଏହା ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ ଯଥା—ତାମ୍ୱୁଳ ବିକ୍ରୟୀ, ବସ୍ତ୍ର ବିକ୍ରୟୀ ଇତ୍ୟାଦି]