Jump to content

ବିକ୍ରୟ ଲବ୍ଧ

ଉଇକିଅଭିଧାନ‌ରୁ

ବିକ୍ରୟ ଲବ୍ଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (୩ୟ ତତ୍; ବିକ୍ରୟ+ଲବ୍ଧ)

[ସମ୍ପାଦନା]

ବିକ୍ରୟଦ୍ୱାରା ପ୍ରାପ୍ତ; ବିକ୍ରୀତ ପଦାର୍ଥର ବିନିମୟରେ ପ୍ରାପ୍ତ (ଧନ) —(money) Got by the sale of a property.