ବିକ୍ଲେଶରେ
ବିନା କଷ୍ଟରେ; ଅନାୟାସରେ — Without any trouble; easily.
(ଉ—ବିକ୍ଲେଶରେ କେ ମୋ ବିନା କରତା, ବ୍ରହ୍ମାଣ୍ଡେ ସେ ଏକା ମୋରେ ବିନତା—ଭଞ୍ଜ. ବୈଦେହୀଶବିଳାସ)