ବିକ୍ଷିପ୍ତ
ଦେଖଣା
ବିକ୍ଷିପ୍ତ
ଉଚ୍ଚାରଣ
[ସମ୍ପାଦନା]ବିକ୍ଷିପ୍ତତା, ବିକ୍ଷିପ୍ତି, ବିକ୍ଷେପଅନ୍ୟରୂପ
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ବି+କ୍ଷିପ୍ ଧାତୁ=ଫୋଫାଡ଼ିବା+କର୍ମ. ତ)
[ସମ୍ପାଦନା]- ୧. ଅତସ୍ତତଃ ଫୋଫାଡ଼ା ହୋଇଥିବା — ୧. Scattered about.
- ୨. ଅତସ୍ତତଃ ସଞ୍ଚାଳିତ —୨. Propelled hither and thither.
- ୩. କ୍ଷିପ୍ର; ବିକୃତ (ମତି) —୩. Insane; distracted (said of the mind).
- ୪. ତ୍ୟକ୍ତି —୪. Abandoned; cast off.
- ୫. ଫୋଫାଡ଼ା ଯାଇଥିବା —୫. Thrown.
- ୬. ବ୍ୟାକୁଳ —୬. Perturbed.
- ୭. ପାଗଳ —୭. mad.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]ୟୋଗଶାସ୍ତ୍ରୋକ୍ତ ଚିତ୍ତର ଚଞ୍ଚଳ ଅବସ୍ଥାବିଶେଷ —A sort of mental abstraction described in the joga.