ବିକ୍ଷିପ୍ତି
ଦେଖଣା
ବିକ୍ଷିପ୍ତି
ଉଚ୍ଚାରଣ
[ସମ୍ପାଦନା](ବିକ୍ଷେପ—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - (ବି+କ୍ଷିପ୍ ଧାତୁ+ଭାବ. ତି)
[ସମ୍ପାଦନା]- ୧. ବିକିରଣ, ଇତସ୍ତତଃ ଫୋପାଡ଼ିବା —୧. Scattering about; dispersion.
- ୨. ବିସ୍ତାର —୨. Expansion; diffusion.
- ୩. ସଞ୍ଚାଳନ —୩. moving to and fro.
- ୪. ତ୍ୟାଗ —୪. Abandonment.
- ୫. (+କର୍ମ. ତି) ରାଜସ୍ୱ —୫. Revenue.
- ୬. (+ଭାବ. ତି) ପ୍ରେରଣ —୬. Sending out.
- ୭. ବିକ୍ଷେପ —୭. Throwing.
- ୮. ଚିତ୍ତର ଚାଞ୍ଚଲ୍ୟ —୮. Distraction.
- ୯. ବେହେଲା ସୀତାର ଆଦି ଯନ୍ତ୍ରରେ କୌଣସି ସୁର ବଜାଇବା ପରେ ସେହି ସୁର ଠାରୁ ଦୁଇ ବା ତତୋଧିକ ସିର ବ୍ୟବଧାନରେ ବାମହସ୍ତ ଆଙ୍ଗୁଳି ଘର୍ଷଣଦ୍ୱାରା ଅବିଚ୍ଛେଦରେ ଊର୍ଦ୍ଧ୍ୱଗଳି କରଣ — ୯. A sort of melody produced by the dexterous movement of the fingers of the
left hand on a sringed instrument, while playing a tune with the right hand.
- ୧. ପାଗଳପଣ; ବାତୁଳତା —୧୦. Madness.