ବିକ୍ଷିପ୍ତ ଚିନ୍ତା
କୌଣସି ବିଷୟର ଧାରାବାହିକ ଆଲୋଚନା କରା ନ ଯାଇ ନାନା ବିଷୟର ଅସଂବଦ୍ଧ ଚିନ୍ତା —Stray thought random thoughts.
[ଦ୍ରଷ୍ଟବ୍ୟ —ଶ୍ରୀ ଶଶିଭୂଷଣ ରାୟ ଏହି ନାମରେ ଉତ୍କଳ ସାହିତ୍ୟ ପତ୍ରିକାରେ ଅନେକ ବର୍ଷ ହେଲା ନାନାବିଷୟକ ସନ୍ଦର୍ଭମାନ ଲେଖି ଆସୁଅଛନ୍ତି]