Jump to content

ବିକ୍ଷୁବ୍ଧ

ଉଇକିଅଭିଧାନ‌ରୁ

ବିକ୍ଷୁବ୍ଧ

ଉଚ୍ଚାରଣ

[ସମ୍ପାଦନା]

[ବିକ୍ଷୁବ୍ଧତା, ବିକ୍ଷୁବ୍ଧି, ବିକ୍ଷୋଭ—ବିଶେଷ୍ୟ]

ସଂସ୍କୃତ - ବିଶେଷଣ - (ବି+କ୍ଷୁବ୍ଧ)

[ସମ୍ପାଦନା]
୧. ସଂଘଟ୍ଟ; ଘଣ୍ଟାଯିବା —୧. Agitated; churned.
୨. ଦୁଃଖପ୍ରାପ୍ତ —୨. Afficted.
୩. ଭୀତ; ତ୍ରସ୍ତ —୩. Alarmed.
୪. ଯାହାର ମନରେ କ୍ଷୋଭ ଜାତ ବୋଇଅଛି —Grieved.