ବିକ୍ଷେଭ
ଦେଖଣା
ବିକ୍ଷେଭ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+କ୍ଷଭ୍ଧାତୁ+ଭାବ. ଅ)
[ସମ୍ପାଦନା]- ୧. ଚାଞ୍ଚଲ୍ୟ; ସଂଘଟ୍ଟ — ୧. Agitation; perturbation;disturbance.
- ୨. ବ୍ୟଥା; ଦୁଃଖ —୨. misery; agony.
- ୩. ଗୁରୁତର ଭୟ —୩. Alarm.
- ୪. ଉତ୍କଣ୍ଠା —୪. Anxiety;
- ୫. ଔଦସ୍ୟ — ୫. indifference.
- ୬. ଚିତ୍ତ ବିଭ୍ରମ —୬. Distraction; mental disturbance.
- ୭. କମ୍ପ — ୭. Shaking; tremor.