Jump to content

ବିଖଣ୍ଡିବା

ଉଇକିଅଭିଧାନ‌ରୁ

ବିଖଣ୍ଡିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ)କ୍ରିୟାପଦ -

[ସମ୍ପାଦନା]
୧. ଖଣ୍ଡ ଖଣ୍ଡ କରିବା —୧. To make into pieces.

[ଉ—ବିକଣ୍ଡୁ ପଦ ପଡ଼ି ଯେ ଭଞ୍ଜ. ବୈଦେହୀଶବିଳାସ]

୨. ଜିଣିବା; ପରାସ୍ତ କରିବା —୨. To defeat; to overcome.

[ଉ—ନୀଳ ନଳିନ ସୁନ୍ଦର ନୟନ ଗଞ୍ଜଇ ତୋର ନାସା— ତିଳ—ପ୍ରସୂନ ବିଖଣ୍ଡେ ପ୍ରାଚୀ. ରସବାରିଧି]