Jump to content

ବିଖ୍ର

ଉଇକିଅଭିଧାନ‌ରୁ

ବିଖ୍ର

ଉଚ୍ଚାରଣ

[ସମ୍ପାଦନା]
(ବିଖା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି=ବିଗତ+ନାସିକା; ନିପାତନ)

[ସମ୍ପାଦନା]
୧. ବିଗତନାସିକା; ଯାହାର ନାକ ନାହିଁ — ୧. Noseless (Apte).
୨. ଯାହାର ନାକ କଟା ହୋଇଅଛି —Having the nose cut or lopped off.



ବିଖ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ.—(ନିପାତନ)

[ସମ୍ପାଦନା]

ବିଖ (ଦେଖ) - Bikha (See)