Jump to content

ବିଖ୍ୟ

ଉଇକିଅଭିଧାନ‌ରୁ

ବିଖ୍ୟ

ଉଚ୍ଚାରଣ

[ସମ୍ପାଦନା]
(ବିଖା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବି=ବିଗତ+ନାସିକା; ନିପାତନ)

[ସମ୍ପାଦନା]
୧. ବିଗତନାସିକା; ଯାହାର ନାକ ନାହିଁ — ୧. Noseless (Apte).
୨. ଯାହାର ନାକ କଟା ହୋଇଅଛି —Having the nose cut or lopped off.



ବିଖ୍ୟ

ଉଚ୍ଚାରଣ

[ସମ୍ପାଦନା]
(ବିଖ୍ୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ବହୁବ୍ରୀହି; ବି=ବିଗତ+ନାସିକା ଯାହାର; ନିପାତନ)

[ସମ୍ପାଦନା]

ବିଖ (ଦେଖ) - —Bikha (See)