ବିଖ୍ୟାତ
(ବିଖ୍ୟାତା—ସ୍ତ୍ରୀ)
ପ୍ରସିଦ୍ଧ; ସୁବିଦିତ — Celebrated; famous.
[ଦ୍ରଷ୍ଟବ୍ୟ —ଏହି ଶବ୍ଦ ଅନ୍ୟ ଶବ୍ଦ ପରେ ମଧ୍ୟ ଯୋଗ ହୁଏ ଯଥା— ସୁବିଖ୍ୟାତ; ଭୁବନବିଖ୍ୟାତ, ଜଗଦ୍ୱିଖ୍ୟାତ ଇତ୍ୟାଦି ]