Jump to content

ବିଖ୍ୟାତି

ଉଇକିଅଭିଧାନ‌ରୁ

ବିଖ୍ୟାତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବି—(ବି+ଖାତି)

[ସମ୍ପାଦନା]
୧. ପ୍ରସିଦ୍ଧି —୧. Celebrity.
୨. କୀର୍ତ୍ତି; ଯଶଃ —୨. Fame.

ଦେଶଜ - ବିଶେଷଣ -

[ସମ୍ପାଦନା]

ବିଖ୍ୟାତ; ପ୍ରସିଦ୍ଧ —Celebrated.