Jump to content

ବିଖ୍ୟାତିବା

ଉଇକିଅଭିଧାନ‌ରୁ

ବିଖ୍ୟାତିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ପଦ୍ୟ)

[ସମ୍ପାଦନା]
୧. ପ୍ରକାଶ କରିବା —To express; to publish.
୨. ବିସ୍ତାର କରିବା; ବିସ୍ତାରିବା —୨. To spread; to extend.

[ଉ.— ବିଶ୍ୱଧାତ୍ରୀରୁ ହତ ହେଲେ କୀର୍ତ୍ତି, ବିଖ୍ୟାତିବେ ଅସୁର ନାଶେ କୀର୍ତ୍ତି ଭଞ୍ଜ. ବୈଦେହୀଶବିଳାସ]