ବିଗଡ଼ାଇବା
ଦେଖଣା
ବିଗଡ଼ାଇବା
ଉଚ୍ଚାରଣ
[ସମ୍ପାଦନା](ବିଗାଡ଼ିବା—ଅନ୍ୟରୂପ)
(ସଜାଡ଼ିବା—ବିପରୀତ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]=== ଦେଶଜ - କ୍ରି—(ସଂସ୍କୃତ - ବିକୃତ; ସଂସ୍କୃତ - ବିକାର)
(ବିଗଡ଼ିବା କ୍ରିୟାର ଣିଜନ୍ତରୂପ — The causative form of Bigiṟḍ̠ibā)
- ୧. ନଷ୍ଟ କରିବା —୧. To spoil.
- ୨. ବିକୃତ କରିବା —୨. To derange.
- ୩. ଗୋଳମାଳ ଘଟାଇବା —୩. To confuse; to create confusion.
- ୪. ଭଲକୁ ମନ୍ଦ କରିବା — ୪. To change a good thing to bad; to vitiate.
- ୫. କୌଣସି ବ୍ୟକ୍ତିକୁ ଚିଡ଼ାଇବା ବା ବିରକ୍ତି କରିବା —୫. To irritate a person.