Jump to content

ବିଗତର୍ତ୍ତବା

ଉଇକିଅଭିଧାନ‌ରୁ

ବିଗତର୍ତ୍ତବା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ବିଗତ+ଆର୍ତ୍ତବ=ସ୍ତ୍ରୀରଜଃ+ଆ; ବହୁବ୍ରୀହି)

[ସମ୍ପାଦନା]

ନିବୃତ୍ତରଜସ୍ୱା ନାରୀ —A woman past her menses; a woman past childbearing (in whom the menstrual discharge has ceased).