Jump to content

ବିଗତ କଳ୍ମଷ

ଉଇକିଅଭିଧାନ‌ରୁ

ବିଗତ କଳ୍ମଷ

ଉଚ୍ଚାରଣ

[ସମ୍ପାଦନା]
(ବିଗତ କଳ୍ମଷା—ସ୍ତ୍ରୀ) 

ବିଗତ କଳ୍ମିଷ, ବିଗତ ପାପଅନ୍ୟରୂପ

ସଂସ୍କୃତ - ବିଶେଷଣ - ପୁ. (ବହୁବ୍ରୀହି; ବିଗତ+କଳ୍ମଷ)

[ସମ୍ପାଦନା]
୧. ପାପଶୂନ୍ୟ —୧. Sinless.
୨. ଯାହାର ପାପ ପ୍ରାୟଶ୍ଚିତ୍ତାଦିଦ୍ୱାରା ଖଣ୍ଡିତ ହୋଇଅଛି — ୨. One whose sin has been removed by expiation.