Jump to content

ବିଗତ ରୟ

ଉଇକିଅଭିଧାନ‌ରୁ

ବିଗତ ରୟ

ଉଚ୍ଚାରଣ

[ସମ୍ପାଦନା]
(ବିଗତରୟା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବିଗତ+ରୟ)

[ସମ୍ପାଦନା]

ଯାହାର ତେଜ କମିଅଛି; କ୍ଲାନ୍ତ —Fed up; fatigued; whose energy is exhausted.