Jump to content

ବିଗମ

ଉଇକିଅଭିଧାନ‌ରୁ

ବିଗମ

ଉଚ୍ଚାରଣ

[ସମ୍ପାଦନା]

(ବିଗମନ—ଅନ୍ୟରୂପ)

ସଂସ୍କୃତ - ବି—(ବି+ଗମ୍ ଧାତୁ+ଭାବ. ଅ)

[ସମ୍ପାଦନା]
୧. ପ୍ରସ୍ଥିତି — ୧. Departure.
୨. ବିନାଶ —୨. Destruction.
୩. ଶେଷ —୩. Finish; completion; end.