Jump to content

ବିଗର୍ହିତ

ଉଇକିଅଭିଧାନ‌ରୁ

ବିଗର୍ହିତ

ଉଚ୍ଚାରଣ

[ସମ୍ପାଦନା]

ସ. ବିଣ—(ବି+ଗର୍ହିତ)

[ସମ୍ପାଦନା]
୧. ଅତ୍ୟନ୍ତ ନିନ୍ଦିତ —୧. Very blameworthy.
୨. ନିନ୍ଦ୍ୟ —୨. Censurable; reproachable.
୩. ନିଷିଦ୍ଧ —୩. Forbidden.
୪. ଦୂଷିତ —୪. Contaminated.
୫. ଘୃଣ୍ୟ —୫. Detestible.

ବିଶେଷ୍ୟ -

[ସମ୍ପାଦନା]

ନିନ୍ଦା — Reproach; blame.