ବିଗଲିବା
=== ପ୍ରାଦେଶିକ -(ସମ୍ୱଲପୁର) କ୍ରି.—(ସଂସ୍କୃତ - ବିଗଳିତ=ତରଳିତ)
ଏଣେ ତେଣେ ବ୍ୟାପ୍ତ ହେବା —To spread all round; to be diffused.