Jump to content

ବିଗଳିତାଙ୍କ

ଉଇକିଅଭିଧାନ‌ରୁ

ବିଗଳିତାଙ୍କ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଣ—(ବହୁବ୍ରୀହି; ବିଗଳିତ+ଅଙ୍କ)

[ସମ୍ପାଦନା]

କଳଙ୍କହୀନ — Spotless; stainless; [ଉ—ବିଗଳିତାଙ୍କ ଅର୍ଦ୍ଧ ଶଶାଙ୍କ ଯୋଖିବା ଭଞ୍ଜ. ବୈଦେହୀଶ ବିଳାସ ]